DoubleTree By Hilton
7800 Normandale Blvd, Minneapolis, MN 55439
02 July - 04 July 2026






The Odisha Society of the Americas is a 501(c)(3) non-profit organization and contributions are tax-deductible to the extent permitted by law. Please contact us in case of any questions.
The Minneapolis Team warmly invites you to the OSA Convention 2026, a celebration of Odia culture, community, and connection. We’re committed to making your experience memorable with vibrant programs, delicious food, and warm hospitality. Join us in Minneapolis to create lasting memories and celebrate our shared heritage together!
Early Bird Registration Open for OSA Convention 2026. Please register soon to avail the exciting early bird discounts. Please look at registration instructions for further details.
ଓଡିଶା ସେସାଇଟି ଅଫ୍ ଆମେରିକା ( OSA ) ର ବାର୍ଷିକ ସମ୍ମିଳନୀ “ମିଳନ ତରଗଂ”-Tides of Harmony “ର ଆନ୍ତରିକ ପ୍ରଚେଷ୍ଟା ଆମେରିକାରେ ରହୁଥିବା ପ୍ରବାସୀ ଓଡିଆ ଭାଈ ଭଉଣୀ ମାନକୁଂ ଏକ ମନୋରଂଜକ ପୂର୍ଣ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ କୁଂ ଏକତା ସୂତ୍ରରେ ବାନ୍ଧି ରଖିବା । ଏହା ଏକ ଅଭିନବ ଓ ଅଭିଜ୍ଞ ପ୍ରୟାସ ।
“ ମିଳନ ତରଗଂ “ର ପ୍ରତ୍ୟେକ ଟି ତରଗଂର ଏକତ୍ରତାରେ ସୃଷ୍ଟି ହେବ ଏକ ଯୁଗାନ୍ତକୀରୀ ଗୈାରବନୀୟ ଐତିହ ।
ଯେପରି ହଜାର ହଜାର ତରଗଂ ଏକ ସୁଦୀର୍ଘ ସମୁଦ୍ରରେ ମିଶି ତାର ବିଶାଳତାର ପରିଚୟ ଦିଅନ୍ତି, ସେହିପରି “ ମିଳନ ତରଗଂ” ଅନେକ ତରଗଂ ର ଏକତ୍ରିକରଣ ରେ ହେବ ଏକ ବିରାଟ ସୁଦୀର୍ଘ ସେତୁ ଯାହା ପୁରାତନ ପିଢି ସହିତ ସଂପୃକ୍ତ ହୋଇ ନୂତନ ଯୁବ ଶକ୍ତି, ନୂତନ ପିଢି ନୂତନ ପ୍ରେରଣା ରେ ଉଦଭୁଦ ହୋଇ ସୃଷ୍ଟି କରିବେ ଏକ ବିସ୍ମୟକାରୀ ଐତିହ, ଅବିସ୍ମରଣୀୟ ନିଜସ୍ବ ଓଡିଆ ମୌଳିକତା, ସମ୍ମାନିତ କରିବେ ଆମ ଗର୍ବ ଗୌରବକୁ, ଅକ୍ଷୁର୍ଣ ରଖିବେ ଆମ ଓଡିଆ ସ୍ବାଭିମାନ କୁ ।
The annual convention of the Odisha Society of the Americas (OSA), “Milana Taranga – Tides of Harmony”, is a celebration that brings us all together.
This convention is an effort to bind tradition and youth into one thread, creating a bridge of cultural and emotional unity.
“Milana Taranga” reminds us that the union of every wave forms a vast ocean—likewise, the unity of every Odia family builds our pride, dignity, and identity.
It is not merely a cultural gathering, but a strong bridge for future generations, where tradition, modernity, and youthful energy are embraced equally.
Embrace the Odia culture and heritage with your loved ones
Get ready for some fun and masti! Join us with your friends and family for an unforgettable time

